ରାଜ୍ୟବାହାରେ ଫଶିରହିଥିବା ଓଡ଼ିଆଙ୍କ ନିମନ୍ତେ ୧୧ ନୋଡାଲ ଅଧିକାରୀ ନିଯୁକ୍ତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ସମସ୍ତ ନିଯୁକ୍ତି ଯୋଗାଇଦେବା ରାଜ୍ୟସରକାଙ୍କ ତରଫରୁ ୧୧ ନୋଡ଼ାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକିଥିବା ଓଡ଼ିଆଙ୍କ ସହାୟତା ପାଇଁ ରାଜ୍ୟସରକାର ୧୧ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ତେବେ ସେମାନେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଝାଡଖଣ୍ଡ, କେରଳ, ନୂଆଦିଲ୍ଲୀ ଓ ଏନସିଆର ପାଇଁ ୧୦ ଜଣ ଅଧିକାରୀ ନିଯୁକ୍ତି ଦିଆଯାଇଥିବା ରାଜ୍ୟସରକାର ତାଲିକା ପ୍ରକାଶ କରିଛନ୍ତି।

ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ନିମନ୍ତେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଅମିତାଭ ଠାକୁର କାର୍ୟ୍ୟ କରିବେ ବୋଲି କହିଛନ୍ତି।