କରୋନା ନେଲା ୧୦ ମାଓବାଦୀଙ୍କ ଜୀବନ ରାଜ୍ୟ By Nitidin On May 11, 2021 Share ମାଲକାନଗିରି,ଏନ୍ଏନ୍ଏସ୍: ଛତିଶଗଡ଼ର ଦାନ୍ତେୱାଡାରେ କରୋନା ଓ ଫୁଡ ପଏଜନିଂ ଯୋଗୁ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏସମ୍ପର୍କରେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ପ୍ରଦାନ କରିଛନ୍ତି। ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ବୋଲି ଜଣାପଡ଼ିଛି। Share