ହୀରାକୁଦରେ ୧୦ଟି ଗେଟରେ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଆଜି ଆଉ ୨ଟି ଗେଟ୍ ଖୋଲଯାଇଛି। ଆଜି ସକାଳଠାରୁ ତୃତୀୟ ପର୍ଯ୍ୟାୟରେ ୬ଟି ଗେଟ୍ ଖୋଲିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ ହେଉଛି।