ଆମର ଛୋଟଛୋଟ ଖରାପ ଅଭ୍ୟାସ ବଡ଼ ରୋଗକୁ ନିମନ୍ତ୍ରଣ କରିଥାଏ। ହେଲେ ଆମେ ସେସବୁ ପ୍ରତି ଧ୍ୟାନ ଦେଇନଥାଉ। ତାହା ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରି ଦେଇଥାଏ। ଅଜାଣତରେ ହୋଇଥିବା ଏହି ଭୁଲ୍ ପାଇଁ ଆମେ ପରେ ପଶ୍ଚାତାପ କରିଥାଉ। ସୁସ୍ଥ ଏବଂ ଆନନ୍ଦମୟ ଜୀବନ ଚାହୁଁଛନ୍ତି ଯଦି ତେବେ ପ୍ରତିଦିନର ଏହି ଛୋଟ ଛୋଟ ଭୁଲ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରନ୍ତୁ। ଏହି ୧୦ଟି ଖରାପ ଅଭ୍ୟାସ ଛାଡ଼ିବା ଦ୍ୱାରା ଆପଣଙ୍କୁ ଡାକ୍ତର ଏବଂ ଔଷଧ ଉଭୟଙ୍କଠୁ ମୁକ୍ତି ମିଳିବ।